ମାଆ ର କର୍ତ୍ତବ୍ୟ ଦଶ ମାସ ଦଶ ଦିନ ଗରଭେ ରେ ରଖି ଜନମ କରୁ ତୁ ଆମକୁ ତୁ ସିନା ଭୁଲି ଯାଉ ଆମ ଦୋଷ ଭୁଲ କୁ ହେଲେ ଆମେ ତତେ ଶେଷରେ କଣ ବା ଦେଉ କୁ ଆଁ କୁ ଆଁ କରି ଯେବେ ଆମେ କାନ୍ଧୁ ଫଟାଇ ଦେଉ ତ ବୁକୁ ନିଜ କଥା ନ ଭାବି ଯାହା ପାଇଁ ଭାବୁ ଶେଷରେ ତୁ କଣ ଅବା ପାଉ କେବେ ତୁ ସାଜୁ ଭଗିନୀ କେବେ ତୁ ସାଜୁ ଅର୍ଦ୍ଧାଙ୍ଗିନୀ କେବେ ପୁଣି ସାଜୁ ଝାନଶିରାଣୀ ଏହି ପାପି ଙ୍କୁ ବିନାଶ କରିବା ପାଇଁ ମର୍ତ୍ତ୍ୟପୁର କୁ ଉଲାଉ ମା କାଳୀ ସାଜି ହୋଇ ସବୁ ଦୁଃଖ ଜଞ୍ଜଳ ନେଇଜାଉ ନିଜ ମଥା ଉପରେ ନିଜ ପାଇଁ ଟିକେ କୁଣ୍ଠାବୋଧ ନ କରି ସହି ଯାଉ ଆମ ପାଇଁ ରେ ତୁ ସିନା ଭୁଲ ଯାଉ ନିଜ କଥା ଅନ୍ୟ ପାଇଁ ରେ ହେଲେ ମନେ ରଖ ତ ପାଇଁ ସାହା ଏଠୀ କେହି ନାହିଁ ରେ ସବୁ ସ୍ୱାର୍ଥପର ଏଠୀ କେହି ନୁହେଁ କାହାର ନିଜ ସନ୍ତାନ ପା ଧୋକା ତତେ ଦିଏ ରେ ପୁଅ ହେଉ କି ଝିଅ ସମସ୍ତ ଙ୍କୁ ସମ୍ମାନ ଦେଖୁ ଶେଷରେ ତୁ କଣ ଅବା ପାଉ ନାରୀ ନିର୍ଯୟାତନା ଚାଲିଛ ବୋଲି ଝିଅ କୁ ପଠଉ କଲେଜ ପାଠ ପଢି ନିଜ ଗୋଡ଼ ରେ ଠିଆ ହୋଇ ବଢେଇବ ତାର ନଲେଜ ହେଲେ ଶେଷରେ ଝିଅ ଯେଉଁ କାମ କରେ ଲୋକ ଙ୍କ ପାଖରୁ ଶୁନୁ ତୁ ନିର୍ଲଜ ଶେଷରେ ତୁ ମାଆ କଣ ପାଉ କଣ ପାଉ ଲ ମାଆ ଝିଅ କଥା ଛାଡ ପୁଅ ବି ଏଠି କମ୍ ନୁହେଁ ସବୁ ସମ୍ମାନ ବୃଦ୍ଧ କାଳେ ମାଇପ ବୋଲିଆ ହେଇ ମାଆ କୁ କରେ ହିନିମାନ ତୁ ସିନା ପାଣି ଛଡେଇ ଦେଉ ନକରି ବାଛ ବିଚାର ହେଲେ ଶେଷରେ ତ ସ୍ଥାନ ପାଉ ମଠ ବାରଣ୍ଡାର